ବଜରଙ୍ଗଦଳ ପକ୍ଷରୁ ଅସ୍ତ୍ରଶସ୍ତ୍ର ପୂଜାନୋଉତ୍ସବ

 ବଜରଙ୍ଗଦଳ ପକ୍ଷରୁ ଅସ୍ତ୍ରଶସ୍ତ୍ର ପୂଜାନୋଉତ୍ସବ

ସ୍ବରାଜ ଵାର୍ତ୍ତା / ରିଷିଡା ୮/୧୦(ସୁଶାନ୍ତ ମଲ୍ଲିକ )

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ମାଁ ତାରିଣୀ ଶୈବ ଶକ୍ତି ପିଠ ଠାରେ ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ପ୍ରଖଣ୍ତ ପକ୍ଷରୁ ଦଶହରା ପଞ୍ଚମୀ ମଙ୍ଗଳବାର ଦିନ ଅସ୍ତ୍ରଶସ୍ତ୍ର ପୂଜାନୋଉତ୍ସବ କାର୍ଯ୍ଯ ସମାପନ ହୋଇଛି। ଏହି କାର୍ଯ୍ୟକ୍ରମ ବଜରଙ୍ଗ ଦଳ କର୍ଲାମୁଣ୍ଡା ବ୍ଲକ ପ୍ରଖଣ୍ତ ସଭାପତି ସୁଶାନ୍ତ ମଲ୍ଲିକ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ବିଶ୍ବହିନ୍ଦୁ ପରିଷଦ  କର୍ଲାମୁଣ୍ଡା ବ୍ଲକ ସଂଯୋଜକ ମୁରଲୀଧର ରଣା,ରିଷିଡା ସରସ୍ଵତୀ ଶିଶୁ ମନ୍ଦିର ଆଚାର୍ଯ୍ୟ ମହେନ୍ଦ୍ର ବାରିକ ବାସୁଦେବ ସେଲମା,ରିଷିଡା ଗ୍ରାମ କମିଟି ସଭାପତି ନନ୍ଦକିଶୋର ରଣା, କଧର୍ପ ରଣା, ମହେନ୍ଦ୍ର ପ୍ରଧାନୀ, ହିମାଂଶୁ ରଣା, ଭାଜପା ମଣ୍ତଳ ସଭାପତି ସଂଜୟ ଜୈନ ତଥା ବ୍ଲକ ର ପ୍ରମୁଖ ବାରଗୋଟି ପଞ୍ଚାୟତ ର ବଜରଙ୍ଗ ଦଳ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

No comments

Powered by Blogger.