ପୂର୍ବତନ ନର୍ଲା ଵିଧାୟକ ଧନେଶ୍ଵର ମାଝୀ ଦେହାନ୍ତ

 

BIG Braking News 

ପୂର୍ବତନ ନର୍ଲା ଵିଧାୟକ ଧନେଶ୍ଵର ମାଝୀ ଦେହାନ୍ତ

 ସ୍ଵରାଜ ବାର୍ତ୍ତା /  ଭବାନୀପାଟଣା ( ନବୀନ ସାହୁ) ନର୍ଲା ନିର୍ବାଚନ ମଣ୍ଡଳୀ ର  ବିଜୁ ଜନତାଦଳର ପୂର୍ବତନ ବିଧାୟକ ଧନେଶ୍ଵର ମାଝୀ ଆଜି ସକାଳେ ବୁଧବାର କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସକ ଅବସ୍ଥାରେ ହିଁ ମୃତ୍ୟୁ ଘଟିଥିଲା।  ଦେହାନ୍ତ ସମୟରେ ତାଙ୍କ ବୟସ ୮୩ ବର୍ଷ ହୋଇଥିଲା।ଧନେଶ୍ଵର ମାଝୀ ନର୍ଲା ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ଓ ପୂର୍ବତନ ରାଜ୍ୟସଭା ସଦସ୍ୟ ଥିଲେ। ଚଳିତ ବର୍ଷ ସାଧାରଣ ନିର୍ବାଚନରେ ବିଜେପିରେ ଯୋଗ ଦେଇଥିଲେ। ବିଧାୟକଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ନର୍ଲା ନିର୍ବାଚନ ତଥା ରାଜ୍ୟ ସ୍ତରରେ ଶୋକର ଛାୟା ଖେଳିଯାଇଛି।

Powered by Blogger.