କର୍ଲାମୁଣ୍ଡା ଉଚ୍ଚ ମହାବିଦ୍ୟାଳୟ ରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

 କର୍ଲାମୁଣ୍ଡା ଉଚ୍ଚ ମହାବିଦ୍ୟାଳୟ ରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ସ୍ୱରାଜ ବାର୍ତ୍ତା/କର୍ଲାମୁଣ୍ଡା , କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଲାମୁଣ୍ଡା ଠାରେ ଆଜି ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇ ଯାଇଛି | କଲେଜ ଅଧ୍ୟକ୍ଷ ଗୁପ୍ତେଶ୍ୱର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କଲେଜ ପରିଚାଳନା କମିଟି ସଭାପତି , ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହିଥିଲେ l ଏହି ଅବସରରେ କଲେଜ ଛାତ୍ରଛାତ୍ରୀ ମାନେ ବ୍ଲକ ପରିସର ରାସ୍ତାରେ ପରିଭ୍ରମଣରେ ବାହାରି ସଚେତନତା ବାର୍ତ୍ତା ଦେଇଥିଲେ ଏବଂ କଲେଜରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

No comments

Powered by Blogger.