ଵାଙ୍କେଲ ଗ୍ରାମରେ ନବାନ୍ନ ରେ ଖାଇଲେ ଏକାଠି
ସ୍ବରାଜ ବାର୍ତ୍ତା/ଭବାନୀପାଟଣା (କାର୍ତ୍ତିକେଶ୍ଵର ସାହୁ) ପଞ୍ଚିମ ଓଡିଶା ର ଗଣପର୍ବ ନୁଆଁଖାଇ କାହିଁ କେତେ ଆବାହ କାଳରୁ ଚାଲି ଆସିଛି ନୂଆଖାଇ ପର୍ବ ନୂଆଖାଇ ପାଇଁ ଯିଏ ଯେଉଁଠି ଥିଲେ ବି ପ୍ରତ୍ୟେକ ବର୍ଷ ନିଜ ଘର ବାହୁଡା଼ ହେଇଥାନ୍ତି ଏ ବର୍ଷ ଵୀ ବହୁ ଧୂମଧାମ ରେ ନିଜ ପରିବାର ର ସହ ନୁଆଁ ଚୁଡା ଖିରି ପିଠା ଭାତ ସହ ଅନେକ ପ୍ରକାର ବ୍ୟଞ୍ଜନ ଭୋଜନ କରି ବଡ ମାନଙ୍କୁ ନୂଆଖାଇ ଜୁହାର କରିଥାନ୍ତି କିନ୍ତୁ କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ର ବାଙ୍କେଲ ଗାଁ ଟିକେ ଅଲଗା ଏହି ଗ୍ରାମରେ ଅନେକ ବର୍ଷ ହେଲା ପ୍ରତ୍ୟେକ ଲୋକ ଗୋଟିଏ ଜାଗାରେ ମିଳିମିଶି ନୁଆଁଖାଇ ବା ସହ ନୁଆଁଖାଇ ଜୁହାର ଏବଂ ଖେଳ କୁଦ ର ପ୍ରତିଯୋଗିତା କରିଥାନ୍ତି ଏଣୁ ଏହି ଗ୍ରାମରେ ପ୍ରତ୍ୟେକ ଲୋକଙ୍କ ମୁହଁ ରେ ହସ ଖୁସିର ମହଲ ଦେଖିବାକୁ ମିଳିଥାଏ

Post a Comment