ଫପସି ମହୋତ୍ସବ ଉଦଘାଟିତ

ସ୍ବରାଜ ବାର୍ତ୍ତା / ବଲାଙ୍ଗୀର (ପ୍ରଦୀପ ବାଗ) ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ପଞ୍ଚାୟତ (ନୁଆଁ ଭଦ୍ରା ) ଫପସି ଆର ସି ବି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଫପସି ମହୋତ୍ସବ ଉଦଘାଟିତ ହୋଇଯାଇଛି ମୁଖ୍ୟ ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟାକ୍ଷ ଗୁଣଶାଗର ମାଝୀ, ସ୍ଥାନୀୟ ସରପଞ୍ଚ ମାନେଶ ସୁନା ସମିତି ସଭ୍ୟା ଅମ୍ବ୍ରିତା ଦୀପ, କେରମେଲୀ ସରପଞ୍ଚ ସଂଘ ସଭାପତି ଅଶୋକ ସାହୁ ସରପଞ୍ଚ ଗଜପତି ସାହୁ,ଧରଫଗଡ଼ ସରପଞ୍ଚ ପୁଷ୍ପାଞ୍ଜଳୀ ପଣ୍ଡା, କୁଇକେଡ଼ା ସରପଞ୍ଚ ଯୁଗଲାଲ ମାଝୀ, ଶିଶକେଲା ସମିତି ସଭ୍ୟ ଉମାକାନ୍ତ ରଣା,ଗଣ୍ଡପତ୍ରାଲି ସମିତି ସଭ୍ୟ ରାକେଶ ନାଏକ, ନବୀନ ରଣା, ସାମ୍ବାଦିକ ତରୁଣ ବେହେରା,ସାମ୍ବାଦିକ ପ୍ରଦୀପ ବାଗ, ବିଶ୍ୱାଳ ଅଗ୍ରୱାଲ, ଅଜିତ ସାହୁ ଆଲୋକ ସାହୁ, ନାରାୟଣ ସାହୁ, ପ୍ରମୋଦ ସେଲମା, ଗୋପାଳ ଦାଶ, ଗୋକୁଳା ବଗର୍ତ୍ତୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ରୋହିତ ମହାନନ୍ଦ ଓ ତରୁଣ ସୁନା ମଞ୍ଚ ପରିଚାଳନା କରିଥିଲା ପରେ ଗୀତିକାର ବିଳମ୍ବ କୁମ୍ଭାରକୁ ଙ୍କୁ ମାନ ପତ୍ର ଶହ ଉପଢୋକାନ ଦେର ସମ୍ମାନିତ କରାଯାଇଥିଲା ପରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶେଷରେ ମନୀଷ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ଏଥିରେ କମିଟିର ସଦସ୍ୟ ମେଘ ମୁନା, ରୋହିତ ମହାନନ୍ଦ, ମହେନ୍ଦ୍ର ତାଣ୍ଡି, ଲେଖମଣି ବାଗ, ରମେଶ ମହାନନ୍ଦ, ତପନ ନାଗ, ବିରବର ସୁନା, ଅଭି ନାହାନନ୍ଦ ଶହ କମିଟି ର ସଦସ୍ୟ ମାନେ ସହଯୋଗ କରିଥିଲେ
Post a Comment