ଗଜ ଲଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ
ଗଜ ଲଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ
ସ୍ବରାଜ ବାର୍ତ୍ତା/ କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜ। ବସ୍ତି ଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ଗଜଲଷ୍ମୀ ପୂଜା କରାଯିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୂର୍ବତନ ସମିତି ସଭ୍ୟ କିରଣ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆୟୋଜନ କରାଯାଇଥିଲା।ଏଥିରେ ରିପୁ ଦମନ ସୌରଭ ମିଶ୍ର, ଉଜ୍ଜ୍ୱଳ କୁମାର ସାହୁ,ପ୍ରସନ୍ନ କୁମାର ସାହୁ,ସମାରୁ ସାହୁ,ରାତ୍ର ସାହୁ,ପର୍ଶୁରାମ ସାହୁ,ଗଣେଷ ସାହୁ, ଘାସିରାମ ସାହୁ,ତ୍ରିନାଥ ସାହୁ,ମୋହନ ସାହୁ,କୁରୁପତି ସାହୁ,ମଜୁବ ସାହୁ, ରଘୁମଣି ସାହୁ,ସୁରଥ ସାହୁ, ଗିରିଧାରୀ ସାହୁ, ନୀଳ ମଣୀ ସାହୁ,ଫଗୁନୁ ସାହୁ,ପୁଲକ ଷଡଙ୍ଗୀ, ଶ୍ରୀଧର ସାହୁ,ତ୍ରିଲୋଚନ ପରିଡା, ବିରଞ୍ଚି ସାହୁ,ହେରାମ୍ବ ସାହୁ, ସୁମନ୍ତ ସାହୁ,ବୁଲୁ ସାହୁ,ସୁରେନ୍ଦ୍ର ସାହୁ,ସୁଦର୍ଶନ ସାହୁ,ମାନଧାତା ସାହୁ , ଜୟ ରାମ ସାହୁ, ଅନ୍ତ ସେଲମା , ଜମିଦାର ସାହୁ,ରାଧେଶ୍ୟାମ ସାହୁ,ଟୁକୁ ସାହୁ,ପ୍ରମୋଦ ସାହୁ ,କିଶନ ସାହୁ,ସତ୍ୟ ସାହୁ,ତପନ ସାହୁ,ମଗନ ସାହୁ,ନେହେରୁ ସାହୁ,ବିଦ୍ୟାଧର ସାହୁ ଗାଁ କମିଟି ସଭାପତି ତୁମ୍ବେଶ୍ୱର ସାହୁ,ସମ୍ପାଦକ ବିକ୍ରମ ସାହୁ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Post a Comment