ଅମ୍ଭାଭନା ଅଞ୍ଚଳରେ ୧୦କେଜି ୨୯୦ ଗ୍ରାମ ଗଂଜେଇ ଜବତ

 ଅମ୍ଭାଭନା  ଅଞ୍ଚଳରେ ୧୦କେଜି ୨୯୦ ଗ୍ରାମ ଗଂଜେଇ ଜବତ

 ସ୍ବରାଜ ବାର୍ତ୍ତା / ବରଗଡ :(ଯୋଗେନ୍ଦ୍ର ସାହୁ ) ବରଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ବ୍ୟାପି ଚାଲିଥିବା ଅପରେସନ ପ୍ରହାର ରେ ଆଜି ଅମ୍ଭାଭନା ପୋଲିସ ଆନ୍ତଃରାଜ୍ୟ ରାଜ୍ୟ ରାସ୍ତାରେ ନାକା ଚେକିଂ ସମୟରେ ଦୁଇ ଜଣ ଗଞ୍ଜେଇ ଚୋରା ଚାଲାଣ କରୀଙ୍କୁ ଧରିଥିଲେ। ତାଙ୍କ ଠାରୁ ୧୦ କେଜି ୨୯୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଚୋରା ଚାଲାଣ କରୁଥିବା ଦୁଇଟି ମୋଟର ସାଇକେଲ,ଗୋଟିଏ ମୋବାଇଲ ଫୋନ,ନଗଦ ୮ ଶହ ଟଙ୍କା ଜବତ କରିଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

No comments

Powered by Blogger.