କର୍ଲାମୁଣ୍ଡା ବ୍ଲକ ରେ ବିଡ଼ିଓ ଙ୍କ ଯୋଗଦାନ ପରେ ବଢୁଛି ସ୍ଵାଗତ ସମ୍ବର୍ଦ୍ଧନା

 କର୍ଲାମୁଣ୍ଡା ବ୍ଲକ ରେ  ବିଡ଼ିଓ ଙ୍କ ଯୋଗଦାନ 
ପରେ ବଢୁଛି ସ୍ଵାଗତ ସମ୍ବର୍ଦ୍ଧନା ସେ

 ସ୍ବରାଜ ବାର୍ତ୍ତା /ଭଵାନୀପାଟଣା - କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ସୁଶ୍ରୀ ସୁଚରିତା ମୁଗ୍ରୀ ବୁଧବାର ଦିନ କାର୍ଯ୍ଯ ରେ ଯୋଗଦାନ କରିଛନ୍ତି।ସେ ପୂର୍ବରୁ ବଲାଙ୍ଗିର ଜିଲ୍ଲା ରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ।  ଭାରତୀୟ ଜନତା ପାର୍ଟି କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି ଭୋଇ, ଯୋରାଡବରା ମଣ୍ଡଳ ସଭାପତି ଯତିନ୍ଦ୍ର ସାହୁ ଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। 

ସେହିପରି ବିଜୁଜନତା ଦଳର ବ୍ଲକ ସଭାପତି ଯଶୋବନ୍ତ ସାହୁ,ଯୁଗଳ ନାଏକ ଏବଂ ସରପଞ୍ଚ ସଂଘର ସଭାପତି ବରୁଣ ଛତ୍ରିଆ ସମେତ  ସରପଞ୍ଚ ମାନେ ମଧ୍ୟ ସ୍ବାଗତ ଜଣାଇଛନ୍ତି।

No comments

Powered by Blogger.