ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ
ସ୍ୱରାଜ ବାର୍ତ୍ତା/କର୍ଲାମୁଣ୍ଡା ( ସୁଶାନ୍ତ ରଣା ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସରକାରୀ ଉଚ୍ଚ ବିଦ୍ୟାଳୟ, ତେରେସିଂହା ୨୦୦୬ ମାଟ୍ରିକ ବ୍ୟାଚ ର ଛାତ୍ର ମାନଙ୍କ ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ ତେରେସିଂହା ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ପୁରାତନ ଛାତ୍ର ଆକାଶ କେଡ଼ିଆ ସଭାପତିତ୍ୱ କରିଥିଲେ l ଚଳିତ ବର୍ଷ ଏହି ମାଟ୍ରିକ ବ୍ୟାଚ ପଞ୍ଚମ ବନ୍ଧୁ ମିଳନ ପାଳନ କରିବ l ଏଥିରେ ସହପାଠୀ ରାମଚନ୍ଦ୍ର ରଣା, ପୁରନ୍ଦର ରଣା, ଅମିତ ରଣା, ସତ୍ୟ ସିଂ ବାଗ, ସୁଶାନ୍ତ ରଣା, ଧର୍ମେନ୍ଦ୍ର ରଣା, ରତିକାନ୍ତ ରଣା, ଅଲେଖ ରଣା, ରୁଦ୍ରପ୍ରକାଶ ରଣା, ବୁଦ୍ଧଦେବ ରଣା, ଭକ୍ତ ରଣା, ଟିକେରାମ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ l
Post a Comment